ହତ୍ୟା ମାମଲାରେ ଦୋଷୀ ଗୁରମିତ ରାମ ରହିମକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ CBI କୋର୍ଟ

୨୦୦୨ର ଡେରା ପରିଚାଳକ ରଣଜିତ ସିଂହ ହତ୍ୟା ମାମଲାରେ ଦୋଷୀ ଗୁରମିତ ରାମ ରହିମକୁ ଆଜୀବନ କାରାଦଣ୍ଡାଦେଶ ।
ରାୟ ଶୁଣାଇଲେ ହରିୟାଣାର ପଞ୍ଚକୁଲା ସ୍ବତନ୍ତ୍ର CBI କୋର୍ଟ
ଅନ୍ୟ ୫ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ରାମ ରହିମ ଉପରେ ୩୧ ଲକ୍ଷ ଟଙ୍କାର ଜରିମାନା, ଅନ୍ୟ ୪ ଦୋଷୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ

Leave a Reply

Your email address will not be published. Required fields are marked *