

- ରାଜ୍ୟ ସରକାର ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କମର୍ଚାରୀ ଏଥର ଇନିସିଆଲ ଆପଏଣ୍ଟିଜ୍ ଭାବେ ନିଯୁକ୍ତି ପାଇବେ; ୫୦ ପ୍ରତିଶତ ଅଧିକ ଦରମା ପାଇବେ
- କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର, ନଭେମ୍ବର 4, 16, 19 ତାରିଖରେ ମନ୍ଦିର ବନ୍ଦ ରହିବ। ରବିବାର ବନ୍ଦ ରହିବ ଶ୍ରୀମନ୍ଦିର, ନଭେମ୍ବର 18ରୁ ହେରିଟେଜ କରିଡର କାମ ଆରମ୍ଭ ହେବ, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି