ସ୍ୱରାଜ ମିଶ୍ରଙ୍କ ପ୍ରଯୋଜିତ ‘ରସଗୋଲା’ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ରୂପେ ରାଜ୍ୟ ପୁରସ୍କାର ପାଇଛି । ପୁରୀ ସହର ଉପକଣ୍ଠର ଗ୍ରାମ୍ୟ ପରିବେଶରେ ଏକ ପିତୃହରା କିଶୋର ବାବୁନାର ରସଗୋଲା ପ୍ରୀତି ଉପରେ ଏହି ଚଳଚ୍ଚିତ୍ର ଆଧାରିତ ।

Leave a Reply

Your email address will not be published. Required fields are marked *