

- ଭୁବନେଶ୍ବର ଓ କଟକ ସମେତ ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା, ପୂର୍ବାହ୍ନ ୧୦ଟା ୩୦ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ; ୧୦ ଜିଲ୍ଲା-ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଗଜପତି, ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, କଟକ ଓ କେନ୍ଦୁଝରରେ ବି ବର୍ଷା ସମ୍ଭାବନା
- ପ୍ରଦୂଷଣ ରୋକିବ ଲକ୍ଡାଉନ ! ଦିଲ୍ଲୀ ଓ ଆଖପାଖ ଅଞ୍ଚଳର ପ୍ରଦୂଷଣ ସମସ୍ୟା ପାଇଁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟ ୩ ଜଣିଆ ଖଣ୍ଡପୀଠଙ୍କ ଭର୍ତ୍ସନା, ପ୍ରଦୂଷଣ ପାଇଁ କେବଳ ଚାଷୀଙ୍କୁ ଦାୟୀ କରୁଥିବାରୁ ଭର୍ତ୍ସନା, ଦିଲ୍ଲୀରେ ୨ ଦିନିଆ ଲକ୍ଡାଉନ ଲାଗୁ ପାଇଁ ପ୍ରସ୍ତାବ ଦେଲେ କୋର୍ଟ