ପ୍ରଦୂଷଣ ରୋକିବ ଲକ୍‌ଡାଉନ ! ଦିଲ୍ଲୀ ଓ ଆଖପାଖ ଅଞ୍ଚଳର ପ୍ରଦୂଷଣ ସମସ୍ୟା ପାଇଁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟ ୩ ଜଣିଆ ଖଣ୍ଡପୀଠଙ୍କ ଭର୍ତ୍ସନା, ପ୍ରଦୂଷଣ ପାଇଁ କେବଳ ଚାଷୀଙ୍କୁ ଦାୟୀ କରୁଥିବାରୁ ଭର୍ତ୍ସନା, ଦିଲ୍ଲୀରେ ୨ ଦିନିଆ ଲକ୍‌ଡାଉନ ଲାଗୁ ପାଇଁ ପ୍ରସ୍ତାବ ଦେଲେ କୋର୍ଟ

Leave a Reply

Your email address will not be published. Required fields are marked *