ଭୁବନେଶ୍ବର ଓ କଟକ ସମେତ ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା, ପୂର୍ବାହ୍ନ ୧୦ଟା ୩୦ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ; ୧୦ ଜିଲ୍ଲା-ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଗଜପତି, ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, କଟକ ଓ କେନ୍ଦୁଝରରେ ବି ବର୍ଷା ସମ୍ଭାବନା

Leave a Reply

Your email address will not be published. Required fields are marked *