

- ଭାରତ ବିରୋଧରେ ପାକିସ୍ତାନ କରିଥିବା ଦାବିକୁ ସମର୍ଥନ କରିଛି ଚାଇନା
- ଓଡ଼ିଶାକୁ ରେଳ ବଜେଟରେ ୧୦, ୫୩୬ କୋଟିର ଅନୁଦାନ ମିଳିଛି। ବିଗତ ୩ ବର୍ଷରେ ବାର୍ଷିକ ହାରାହାରି ୧୦ ହଜାର କୋଟି ଅନୁଦାନ ଦିଆଯାଇଛି। ଓଡ଼ିଶାରେ ୧୦୦% ବିଦ୍ୟୁତକରଣ ହୋଇଛି। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।