ଭିଜିଲାନ୍ସ ଜାଲରେ ପୁରୀ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍ ନାରାୟଣ ପଟ୍ଟନାୟକ | ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର୍ ନାରାୟଣ ପଟ୍ଟନାୟକ | ଜଣେ ହିତାଧିକାରୀଙ୍କୁ 2.4 ଲକ୍ଷ ଟଙ୍କାର ସବସିଡ଼ି ଦେବା ପାଇଁ ନେଉଥିଲେ ଲାଞ୍ଚ |

Leave a Reply

Your email address will not be published. Required fields are marked *