

- ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ୱିତୀୟ JEE(ମେନ୍) ତାରିଖ ଘୋଷଣା; ପ୍ରଥମ JEE (ମେନ୍) ପରୀକ୍ଷା ଏପ୍ରିଲ ୧୬ରୁ ୨୧ ପର୍ଯ୍ୟନ୍ତ ହେବ, ଦ୍ୱିତୀୟ JEE (ମେନ୍) ପରୀକ୍ଷା ମେ ୨୪ରୁ ୨୯ ପର୍ଯ୍ୟନ୍ତ ହେବ, ମାର୍ଚ୍ଚ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ମୋଡରେ ଆବେଦନ କରିବେ ଛାତ୍ରଛାତ୍ରୀ
- ରାଜଧାନୀରୁ ୧୨ କୋଟିର ସୁନା ଜବତ, ୪ ଅଟକ । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ 4ଟି ବ୍ୟାଗରେ ଭୁବନେଶ୍ବର ଆସୁଥିଲା ୧୨ କୋଟିର ସୁନା