

- ଓଡ଼ିଶା ସିଭିଲ ସର୍ଭିସ (ମେନ୍) ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପରୀକ୍ଷାର୍ଥୀ, ଆସନ୍ତା ୨୦ରୁ ଫେବ୍ରୁଆରୀ ୮ ତାରିଖ ଯାଏ ଅଛି ମେନ୍ ପରୀକ୍ଷା କରୋନା ସ୍ଥିତି ସ୍ୱାଭାବିକ ନ ହେବା ଯାଏଁ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ,
- କୋଭିଡ କଟକଣା ମଧ୍ୟରେ ୧୭ରେ ହେବ ପୁରୀ ମହୋଦଧି ଆଳତି | ଶଙ୍କରାଚାର୍ଯ୍ୟଙ୍କ ସମେତ କମ ସଂଖ୍ୟକ ଅତିଥି ରହିବେ । ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ହେବ କାର୍ଯ୍ୟକ୍ରମ | ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା