ମହାନଗର ନିଗମକୁ ମିଳିଲା ମାଲଗୋଦାମ ଅଞ୍ଚଳର ରେଳବାଇ ଜମି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା ।

କଟକ: ମହାନଗର ନିଗମକୁ ମିଳିଲା ମାଲଗୋଦାମ ଅଞ୍ଚଳର ରେଳବାଇ ଜମି । କଟକ ରେଳ ଷ୍ଟେସନରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା ।
ସଂପୃକ୍ତ ଜମି ପ୍ରଶାସନକୁ ହସ୍ତାନ୍ତର ପାଇଁ ଦୀର୍ଘ ଦିନ ଧରି ହେଉଥିଲା ଦାବି |

Leave a Reply

Your email address will not be published. Required fields are marked *