

- ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ସହ ସିଲ୍ ହେଲା ଢେଙ୍କାନାଳ ଜିଲ୍ଲା କୋର୍ଟ, ଆଜି ସକାଳ ୭ରୁ ୨୭ ତାରିଖ ସକାଳ ୭ଟା ଯାଏଁ ସିଲ୍ କଲା ପ୍ରଶାସନ, ୧୦ରୁ ଅଧିକ ଷ୍ଟାଫ୍ କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳଙ୍କ ପଦକ୍ଷେପ |
- ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ |