ସ୍ବାଧୀନତା ଦିବସ ପାଇଁ ସୋମବାର ସତ୍ତ୍ବେ ଏଥର ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ। ଏହାର ପରଦିନ ଅର୍ଥାତ୍‌ ମଙ୍ଗଳବାର ଦିନ ଦୁଇଟି ଯାକ ଉଦ୍ୟାନ ବନ୍ଦ ରହିବ। ନନ୍ଦନକାନନ ଉପନିର୍ଦ୍ଦେଶକ ଡ. ସଂଜିତ୍‌ କୁମାର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *