News ହାଇକୋର୍ଟରେ ଜଗମୋହନ ନାଟମଣ୍ଡପ ମରାମତି ମାମଲା । ଡ଼ିସେମ୍ବର ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି । ପରବର୍ତ୍ତୀ ଶୁଣାଣି ତାରିଖ ସୁଦ୍ଧା ମରାମତି ଅଗ୍ରଗତି ନେଇ କୋର୍ଟଙ୍କୁ ଜଣାଇବେ ଏଏସ୍ଆଇ । December 4, 2023December 4, 2023 Jayaprada samantaray 0 Comments ହାଇକୋର୍ଟରେ ଜଗମୋହନ ନାଟମଣ୍ଡପ ମରାମତି ମାମଲା । ଡ଼ିସେମ୍ବର ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି । ପରବର୍ତ୍ତୀ ଶୁଣାଣି ତାରିଖ ସୁଦ୍ଧା ମରାମତି ଅଗ୍ରଗତି ନେଇ କୋର୍ଟଙ୍କୁ ଜଣାଇବେ ଏଏସ୍ଆଇ ।