- ରାଜ୍ୟରେ ୪ କୋଟି ଟପିଲା କରୋନା ଟିକାକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
- ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାର ଶୁଣାଣି ନଭେମ୍ବର ୧୫କୁ ଘୁଞ୍ଚିଲା | ସୁପ୍ରିମ୍ କୋର୍ଟରେ ଶୁଣାଣି ଘୁଞ୍ଚାଇବା ଲାଗି ଆବେଦନ କରିଥିଲେ ଉତ୍ତର ପ୍ରଦେଶ ସରକାର |
ଅକ୍ଟୋବର ୩ ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା