ଝାଡ଼ଖଣ୍ଡର କୁଖ୍ୟାତ ମାଓ ନେତା ପ୍ରଶାନ୍ତ ବୋଷ ଓରଫ କିଷନ ଦା ଗିରଫ | ପ୍ରଶାନ୍ତର ସ୍ତ୍ରୀ ତଥା ମାଓ ନେତ୍ରୀ ଶୀଲା ମାର୍‌ଣ୍ଡି ମଧ୍ୟ ଗିରଫ | ପ୍ରଶାନ୍ତ ବୋଷର ମୁଣ୍ଡରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି | ରାଞ୍ଚିରେ ମାଓ ଦମ୍ପତିଙ୍କୁ ଝାଡ଼ଖଣ୍ଡ ପୋଲିସର ପଚରାଉଚରା ଜାରି

Leave a Reply

Your email address will not be published. Required fields are marked *