- ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣକୁ ସବୁଜ ସଙ୍କେତ, ଏ ନେଇ ସର୍ଭେ ସରିଥିବା ଲୋକସଭାରେ ସ୍ପଷ୍ଟ କଲେ ରେଳମନ୍ତ୍ରୀ | ୩୩ କିମି ରେଳ ଲାଇନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୭୨୫.୭୮ କୋଟି ଟଙ୍କା
- ଢେଙ୍କାନାଳର ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଶିକ୍ଷାର୍ଥୀ ପଜିଟିଭ୍, କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା