

- ଖଣ୍ଡଗିରି ସ୍ଥିତ ଶ୍ରୀ ଅଷ୍ଟବକ୍ର ମୁନିଙ୍କ ଆଶ୍ରମରେ ହୋମଯଜ୍ଞରେ ବୀର ଶହୀଦ ମାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ
- ଅମୃତ କଳସରେ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଗାଁ ବୀରହରେକୃଷ୍ଣପୁରରୁ ମାଟି ସଂଗ୍ରହ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂଗ୍ରହ କରିଥିବା ମାଟି ଦିଲ୍ଲୀ ନେଇ ଯିବେ | ଏହାସହ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ |