

- ଖୋର୍ଦ୍ଧା ବେଗୁନିଆ ଥାନା ଧଳାପଥର ବଜାରର ନାରାୟଣ ଜୁଏଲରୀରୁ ବନ୍ଧୁକ ଦେଖାଇ ବୋମା ମାଡ଼ କରି ସୁନାଗହଣା ଲୁଟିଲେ ଦୁର୍ବୃତ୍ତ । ଲୁଟ୍ ପରେ ୩ଟି ବାଇକ୍ରେ ଆସିଥିବା ୭ ଦୁର୍ବୃତ୍ତ ଫେରାର । ବୈଦେଶ୍ବର ଥାନା ଓ ଧଳାପଥର ଫାଣ୍ଡି ପକ୍ଷରୁ ତଦନ୍ତ ଜାରି
- ଗଜପତିରେ ୨ଟି ODRAF, ଗୋଟିଏ NDRF ଟିମ୍ । ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ପାଇଁ ଗଜପତିରେ ODRF,NDRF ଟିମ୍ । ଗୋଷାଣୀ, କଇଁପୁର, ଗଙ୍ଗାବାଡ, କାଶୀନଗର ଓ ପାରଳାଖେମୁଣ୍ଡିରେ ମୁତୟନ ।