SBI ଶାଖାରୁ ସୁନାଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ, ଚୋରି ଅଭିଯୋଗରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆ ଗିରଫ, ତାଙ୍କ ଘରୁ ୧ କେଜି ୧୮୯ ଗ୍ରାମ ସୁନା ଗହଣା ଜବତ

ନାରାୟଣପାଟଣା: ଲକ୍ଷ୍ମୀପୁର SBI ଶାଖାରୁ ସୁନାଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ, ଚୋରି ଅଭିଯୋଗରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆ ଗିରଫ, ତାଙ୍କ ବିକ୍ରମପୁର ଘରୁ ୧ କେଜି ୧୮୯ ଗ୍ରାମ ସୁନା ଗହଣା ଜବତ, ଲକ୍ଷ୍ମୀପୁର SBI ଶାଖାରୁ ୧୬ ଶହ ଗ୍ରାମର ସୁନା ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ କରାଯାଇଥିଲା

Leave a Reply

Your email address will not be published. Required fields are marked *