

- ରାଜ୍ୟରେ ଏଯାଏ ୩ କୋଟି ୪୮ ଲକ୍ଷ ୩୮,୧୮୩ ଡୋଜ୍ ଟିକାକରଣ ହୋଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା, ୨ କୋଟି ୪୫ ଲକ୍ଷ ୯୦ ହଜାର ୨୪୭ ପ୍ରଥମ ଡୋଜ ଟିକା ଦିଆଯାଇଛି । ଆଜି ୧୮୫୦ କେନ୍ଦ୍ରରେ ଜାରି ରହିଛି ଟିକାକରଣ । ପାର୍ବଣ ଯୋଗୁଁ ଟିକାକରଣ ଟିକେ ଧିମେଇ ଯାଇଥିଲା ।
- ମମିତା ମେହେର ହତ୍ୟା ମାମଲା; ରାଜ୍ୟ ମାନବଧିକାର କମିସନଙ୍କ ଦ୍ବାରସ୍ଥ ହେଲା ବିଜେପି, ତଦନ୍ତରେ କମିସନଙ୍କ ହସ୍ତକ୍ଷେପ ଦାବି, ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଭିଯୋଗ, ମନ୍ତ୍ରୀ ମହାଲିଙ୍ଗ କଲେଜରେ ରାତ୍ରୀ ଯାପନ କରୁଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି, ତେଣୁ OHRCଙ୍କ ହସ୍ତକ୍ଷେପ ଜରୁରୀ