ବଲାଙ୍ଗିର ମମିତା ମେହେର ହତ୍ୟାକାଣ୍ଡ ମାମଲା, ଟ୍ବିଟ୍‌ କରି ଦୁଃଖ ପ୍ରକାଶ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ: ଧର୍ମେନ୍ଦ୍ର, ମହାଲିଙ୍ଗ ସ୍କୁଲର ମାଲିକ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜଣାପଡ଼ିଛି, ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲିଛି ଏହି ବେସରକାରୀ ଶିକ୍ଷାନୁଷ୍ଠାନ, ଏହି ଘଟଣାରେ ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ଥିବା ମିଡିଆରେ ପ୍ରକାଶ ପାଉଛି, ଏହା ସବୁ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ: ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *