

- ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSat ସାଟେଲାଇଟ୍ ; ନୂଆବର୍ଷରେ ଇତିହାସ ରଚିବ ଇସ୍ରୋ
- ତାମିଲନାଡୁର ପୁଡୁକ୍କୋଟ୍ଟଇ ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଡ୍ରାଇଭର୍ ଶୋଇପଡ଼ିବାରୁ, ଚା’ ଦୋକାନ ଭିତରେ ପଶିଗଲା ଟ୍ରକ୍, ୫ ଜଣଙ୍କ ମୃତ୍ୟୁ