ରାଜ୍ୟରେ ଦିନକରେ ଆଉ ୭୦୭୧ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂଗରୋଧରୁ ୪୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୨୯୪୩ ରୋଗୀ ଚିହ୍ନଟ | ୭୦୭୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୦୭ ଜଣ , ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨୬ ଆକ୍ରାନ୍ତ ଚିହ୍ନଟ , ସୁନ୍ଦରଗଡ଼ ୧୧୪୭, ସମ୍ବଲପୁର ୬୦୯, କଟକ ୫୦୫, ଝାରସୁଗୁଡ଼ା ୧୪୩, ବାଲେଶ୍ବର ୧୯୮, ପୁରୀ ୧୫୬, ମୟୂରଭଞ୍ଜ ୨୦୧, ବଲାଙ୍ଗିର ୧୯୦, ଯାଜପୁର ୧୩୦, ଗଞ୍ଜାମ ୧୧୧, କୋରାପୁଟ ୧୦୭, ଜଗତସିଂହପୁର ୬୦ ପଜିଟିଭ ଚିହ୍ନଟ |

Leave a Reply

Your email address will not be published. Required fields are marked *