

- ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ, ଆଜି ସମ୍ବଲପୁର ଆର୍ଡିସି ଅଫିସ ଘେରିବ ବିଜେଡି, ରାସ୍ତାକୁ ଓହ୍ଲାଇବେ ବିଜୁ ଛାତ୍ର, ଯୁବ ଓ ମହିଳା ବିଜେଡି କର୍ମୀ
- ଓକାକ୍ CEOଙ୍କ ହ୍ବାଟ୍ସଆପ ହ୍ୟାକ୍ ମାମଲା, ମୁଖ୍ୟ ଅଭିଯୁକ୍ତ ଓକାଉଦୁରି ପାସ୍କଲକୁ, ବେଙ୍ଗଳୁରୁରୁ ଗିରଫ କଲା ଦିଲ୍ଲୀ ପୋଲିସ, ବେଙ୍ଗଳୁରୁ ଗଲା ଓଡ଼ିଶା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍, କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡାଙ୍କ ସୂଚନା, ଅଭିଯୁକ୍ତକୁ ଓଡ଼ିଶା ଆଣି ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ