- କେନ୍ଦ୍ରର ୩ଟି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ବର୍ଷେ ପୂରିଲା, ଆଜି ମହାପଞ୍ଚାୟତ ଥିବାରୁ ଦିଲ୍ଲୀ ସୀମାରେ ଶହଶହ ଚାଷୀଙ୍କ ସମାଗମ, କୃଷକଙ୍କ ପାଇଁ MSP ଗ୍ୟାରେଣ୍ଟି ସମେତ ୬ଟି ଦାବିରେ ଆନ୍ଦୋଳନ ଜାରି
- ଶିଶୁଙ୍କ ଟିକାକରଣରେ ଓଡ଼ିଶା ହେଲା ଦେଶର ନମ୍ବର-୧ ରାଜ୍ୟ, ଓଡ଼ିଶାରେ ସର୍ବାଧିକ ୯୦.୫% ଶିଶୁ ସବୁ ଟିକା ନେଇଛନ୍ତି, ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ(NFHS) ରିପୋର୍ଟରେ ସୂଚନା