- ପାକିସ୍ତାନରେ ଭୟଙ୍କର ଭୂମିକମ୍ପରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସୂଚନା; ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ଥିବା ଜଣାପଡ଼ିଛି; ଭୂକମ୍ପ ଯୋଗୁଁ ୨୦ ମୃତ, ୨୦୦ ଆହତ ଓ ଅନେକ ନିଖୋଜ ଥିବା ସୂଚନା
- ବଲାଙ୍ଗିର: ହଷ୍ଟେଲ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୀମଭୋଇ ମେଡିକାଲ କଲେଜ ଲେଡିଜ୍ ହଷ୍ଟେଲରେ ଘଟିଛି ଅଘଟଣ। ମୃତ୍ୟୁର କାରଣ ଅସ୍ପଷ୍ଟ। ଶବ ଜବତ କରି ପୁଲିସର ଛାନଭିନ ଆରମ୍ଭ।