

- ବାଣପୁର ବ୍ଳକ୍ ଅଫିସ୍ ଆଗରେ ବିଧାୟକଙ୍କ ଗାଡ଼ି ମାଡ଼ିଯିବା ଘଟଣାରେ ଉତ୍ତେଜନା ଯୋଗୁ ବାଣପୁର ଓ ବେଗୁନିଆରେ ୧୪୪ ଧାରା ଜାରି | ଆଇନ ଶୃଙ୍ଖଳା ସ୍ଥିତି ଦୃଷ୍ଟିରୁ ୧୪୪ ଧାରା ଜାରି କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ
- ଭୁବନେଶ୍ବରରୁ ଗିରଫ ହେଲା ଆନ୍ତରାଜ୍ୟ ମଦ ମାଫିଆ ଜଗମୋହନ | ଢେଙ୍କାନାଳ ଜିଲ୍ଲାର ଜଗମୋହନ ସାହୁର ମଦ ଭର୍ତ୍ତି ଟ୍ରକ୍ ଜବତ | ଅରୁଣାଚଳ ପ୍ରଦେଶରୁ ମଦ ଆଣି ଓଡ଼ିଶାରେ କରୁଥିଲା ବିକ୍ରି | ଭୁବନେଶ୍ବର ନୂଆଗାଁ ଅଞ୍ଚଳରେ ମଦ ଗୋଦାମ ସିଜ୍ | ନଗଦ ୯ ଲକ୍ଷ ଟଙ୍କା ଜବତ କଲା ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ