

- କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସାନମୋହନପୁର ଅଞ୍ଚଳରେ କଙ୍ଗାରୁ କୋର୍ଟ, ବାପ-ପୁଅଙ୍କୁ ମାଡ଼ ଦେବା ଘଟଣାରେ ୪ ଜଣଙ୍କୁ ଗିରଫ କଲା ପୋଲିସ, ଭିଡିଓ ଭାଇରାଲ ହେବା ପରେ ନିଜ ଆଡୁ ମାମଲା ରୁଜୁ କରି ଗିରଫ କଲା ପୋଲିସ, ପେଟ୍ରୋଲ ପମ୍ପରେ ଟଙ୍କା ଚୋରିକୁ ନେଇ ବାପ ପୁଅଙ୍କୁ ମାଡ଼ ମାରାଯାଇଥିଲା
- ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନ୍କାଉଣ୍ଟର, ବିଜୁର ବାମ ଗୋଡ଼ରେ ବାଜିଛି ଗୁଳି, ହସ୍ପିଟାଲରେ ଭର୍ତ୍ତି | ବିଜୁକୁ କାବୁ କରିବା ବେଳେ ଧସ୍ତାଧସ୍ତିରେ ଜଣେ ASI ଆହତ | କାଲି ଗୁଳିକାଣ୍ଡ ଘଟାଇ ଫେରାର ଥିଲା ବିଜୁ ବେହେରା