କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସାନମୋହନପୁର ଅଞ୍ଚଳରେ କଙ୍ଗାରୁ କୋର୍ଟ, ବାପ-ପୁଅଙ୍କୁ ମାଡ଼ ଦେବା ଘଟଣାରେ ୪ ଜଣଙ୍କୁ ଗିରଫ କଲା ପୋଲିସ, ଭିଡିଓ ଭାଇରାଲ ହେବା ପରେ ନିଜ ଆଡୁ ମାମଲା ରୁଜୁ କରି ଗିରଫ କଲା ପୋଲିସ, ପେଟ୍ରୋଲ ପମ୍ପରେ ଟଙ୍କା ଚୋରିକୁ ନେଇ ବାପ ପୁଅଙ୍କୁ ମାଡ଼ ମାରାଯାଇଥିଲା

Leave a Reply

Your email address will not be published. Required fields are marked *