ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନ୍‌କାଉଣ୍ଟର, ବିଜୁର ବାମ ଗୋଡ଼ରେ ବାଜିଛି ଗୁଳି, ହସ୍ପିଟାଲରେ ଭର୍ତ୍ତି | ବିଜୁକୁ କାବୁ କରିବା ବେଳେ ଧସ୍ତାଧସ୍ତିରେ ଜଣେ ASI ଆହତ | କାଲି ଗୁଳିକାଣ୍ଡ ଘଟାଇ ଫେରାର ଥିଲା ବିଜୁ ବେହେରା

Leave a Reply

Your email address will not be published. Required fields are marked *