Fast News ପୁଣି ଭୁବନେଶ୍ବରରେ ପିଟିଲା ‘ମୋ ବସ୍’ February 25, 2025February 25, 2025 Sai Sudha 0 Comments ପୁଣି ଭୁବନେଶ୍ବରରେ ପିଟିଲା ‘ମୋ ବସ୍’ | ବସ୍ଷ୍ଟପରେ ୨ ଯୁବକଙ୍କ ଉପରେ ମାଡ଼ିଗଲା ‘ମୋ ବସ୍’| ମାଷ୍ଟର କ୍ୟାଣ୍ଟିନ ବସ୍ଷ୍ଟପରେ ଛିଡ଼ା ହୋଇଥିଲେ ଯୁବକ | ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି |