‘ଚାଷୀଙ୍କ ବିକାଶ ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ’: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ନୂଆ କୃଷି ଆଇନ ପ୍ରତ୍ୟାହାର ଘୋଷଣା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା, ଗୋଟିଏ ବର୍ଗର ଚାଷୀଙ୍କ ଦୁଃଖକୁ ଧ୍ୟାନରେ ରଖି PM ନିଷ୍ପତ୍ତି ନେଇଛନ୍ତି। ସଂସଦର ଶୀତ ଅଧିବେଶନରେ ଏହି ଆଇନଗୁଡ଼ିକ ପ୍ରତ୍ୟାହାର କରାଯିବ । ଚାଷୀଙ୍କୁ ଉତ୍ପାଦନର ସଠିକ୍ ମୂଲ୍ୟ ଦେବା, ଚାଷୀଙ୍କ ସାମାଜିକ ଓ ଆର୍ଥିକ ବିକାଶ କରିବା ମୋଦି ସରକାରଙ୍କ ଲକ୍ଷ୍ୟ । MSPକୁ ବ୍ୟବସ୍ଥାକୁ ସ୍ବଚ୍ଛ ଓ ପ୍ରଭାବୀ କରିବାକୁ, ରାଜ୍ୟ ସରକାର ଓ ଚାଷୀଙ୍କୁ ନେଇ କମିଟି ଗଠନ କରାଯିବ: ଧର୍ମେନ୍ଦ୍ର ।

Leave a Reply

Your email address will not be published. Required fields are marked *