ପୁଣି ଭୁବନେଶ୍ବରରେ ପିଟିଲା ‘ମୋ ବସ୍’

ପୁଣି ଭୁବନେଶ୍ବରରେ ପିଟିଲା ‘ମୋ ବସ୍’ | ବସ୍‌ଷ୍ଟପରେ ୨ ଯୁବକଙ୍କ ଉପରେ ମାଡ଼ିଗଲା ‘ମୋ ବସ୍’
| ମାଷ୍ଟର କ୍ୟାଣ୍ଟିନ ବସ୍‌ଷ୍ଟପରେ ଛିଡ଼ା ହୋଇଥିଲେ ଯୁବକ | ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି |

Leave a Reply

Your email address will not be published. Required fields are marked *