

- ପିପିଲି : ନିଖୋଜ ହେବାର ୩ ଦିନ ପରେ ନାବାଳକର ମୃତଦେହ ଠାବ | ଟିଉସନକୁ ଯାଇ ଘରକୁ ଫେରିନଥିବା ଗୋବିନ୍ଦପୁର ଅଞ୍ଚଳର ନାବାଳକର ମୃତଦେହ ଉଦ୍ଧାର ହୋଇଛି । ନାବାଳକକୁ ହତ୍ୟା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ ପିପିଲି ଟୋଲଗେଟ୍ ନିକଟରେ ରାସ୍ତାରୋକ କରିଛନ୍ତି |
- ଦେଶରେ ୨୪ ଘଣ୍ଟାରେ ୨୫୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ୪ହଜାର ୧୯୪ ନୂଆ ଆକ୍ରାନ୍ତ ଚିହ୍ନଟ । ଦିନକରେ ସୁସ୍ଥ ହେଲେ ୬ହଜାର ୨୦୮ କୋରୋନା ଆକ୍ରାନ୍ତ । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୨ହଜାର ୨୧୯ ଜଣ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା