

- ଢେଙ୍କାନାଳ କେନାଲରେ ବୁଡ଼ି ସ୍ବାମୀ-ସ୍ତ୍ରୀ ମୃତ | ପଞ୍ଚୁବଟି ଗାଁ କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ | ଅବସରପ୍ରାପ୍ତ ପୋଲିସ ହାବିଲଦାର ଓ ପତ୍ନୀଙ୍କ ମୃତଦେହ ଉଦ୍ଧାର | ମୃତ ଦମ୍ପତିଙ୍କ ଘର ସଦର ଥାନା ପଞ୍ଚୁବଟୀ ଗାଁରେ, ଗତକାଲିଠୁ ନିଖୋଜ ଥିଲେ, ମୃତ୍ୟୁର କାରଣ ଅସ୍ପଷ୍ଟ |
- ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା