

- ଭୁବନେଶ୍ବରରେ ଅଭିନବ ଉପାୟରେ ଲୁଟ, ଧୂର୍ତ୍ତ ଚୋରକୁ ଗିରଫ କଲା ପୋଲିସ । ଚୁଟି କାଟୁ କାଟୁ ଗ୍ରାହକର ସୁନାଚେନ୍ କାଟିନେଇଥିଲା ନାରାୟଣ ଡାକୁଆ । ଭରତପୁର ଲେନ୍- ୪ର ନାରାୟଣ ଡାକୁଆଠାରୁ ୧୨ ଗ୍ରାମର ସୁନା ଚେନ୍ ଜବତ କଲା ପୋଲିସ ।
- ରାଜ୍ୟରେ ଦିନକରେ ଆଉ ୧୨୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୫୧ ରୋଗୀ ଚିହ୍ନଟ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୪କୁ ବୃଦ୍ଧି । ୧ ହଜାର ୫୭୨ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।