ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନିରଞ୍ଜନ ବିଶି | ଖାଲି ହୋଇଥିବା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିର୍ବାଚିତ ହୋଇଥିଲେ | ରାଜ୍ୟସଭା ଉପନିର୍ବାଚନରେ ବିଜୟୀ ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେଲେ | ରାଜ୍ୟସଭା ଅଧ୍ୟକ୍ଷ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ |

Leave a Reply

Your email address will not be published. Required fields are marked *