ସ୍ବର୍ଗତ ସ୍ୱାମୀଙ୍କ ସ୍ମୃତିରେ ଦହିପଣା ବଣ୍ଟନ

ଭୁବନେଶ୍ୱର : ପ୍ରଚଣ୍ଡ ଖରାରେ ରାଜଧାନୀ ଜଳୁଥିବା ବେଳେ କିଛି ସାମାଜିକ ଅନୁଷ୍ଠାନ ବିଭିନ୍ନ ସ୍ଥାନରେ ଥଣ୍ଡାପାଣି ଏବଂ ଦହିପଣା ଇତ୍ୟାଦି ଲୋକମାନଙ୍କୁ ବଣ୍ଟନ କରୁଛନ୍ତି |

Read more