ହରିୟାଣା ମନ୍ତ୍ରୀଙ୍କୁ ନୋଟିସ

ହରିୟାଣା ମନ୍ତ୍ରୀଙ୍କୁ ନୋଟିସ | ହରିୟାଣାର କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜ୍‌ଙ୍କୁ ନୋଟିସ | କାରଣ ଦର୍ଶାଅ ନୋଟିସ ଜାରି କଲା ବିଜେପି | ୩ ଦିନ ଭିତରେ କାରଣ ଦର୍ଶାଇବାକୁ ନିର୍ଦେଶ | ହରିୟାଣା ବିଜେପି ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ | CM ନାୟବ ସିଂହ ସୈନୀଙ୍କ ବିରୋଧରେ ବି ମନ୍ତବ୍ୟ ଦେଇଥିଲେ |

Leave a Reply

Your email address will not be published. Required fields are marked *