

- ସମବାୟ ବିଭାଗର ସଚିବ ତଥା କମିଶନର ଭାବେ IAS ରାଜେଶ ପ୍ରଭାକର ପାଟିଲ ଦାୟିତ୍ବ ନେବା ପରେ ଉଚ୍ଚଶିକ୍ଷା ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଛନ୍ତି |
- ଜେଲ୍ ଗଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ | ଦିନକ ପାଇଁ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଗଲା | ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି |