ବାଲେଶ୍ବରରେ BSKY କାର୍ଡ ବଣ୍ଟନ ଅବସରରେ CMଙ୍କ ଉଦ୍‌ବୋଧନ

୬୦୦ ମିସନ ଶକ୍ତି SHGର ମହିଳା ମାଛଚାଷ କରିବା ଖୁସିର କଥା, ମହିଳାମାନଙ୍କ ହାତକୁ ଆହୁରି ଅଧିକ କାମ ଯୋଗାଇ ଦିଆଯିବ: ନବୀନ, BSKYରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟସେବା ମାଗଣାରେ ମିଳିବ, ମୋପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ, ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ, ମୁଁ ଚାହେଁ- ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ, ଓଡ଼ିଶାବାସୀ ସୁସ୍ଥ ରହିବା ସହ ରାଜ୍ୟ ଓ ଦେଶର ବିକାଶରେ ସହାୟକ ହୁଅନ୍ତୁ: ନବୀନ

Leave a Reply

Your email address will not be published. Required fields are marked *