

- ନୟାଗଡ଼ର ଟାଉନ ଥାନା ରତନପୁର ଗାଁ ନିକଟରେ ଅଟୋ ଡ୍ରାଇଭରକୁ ହତ୍ୟା | ଏକ ନିର୍ମାଣାଧୀନ ଘର ପାଣିଟାଙ୍କିରୁ ମୃତଦେହ ଉଦ୍ଧାର । ଶରୀରର ବିଭିନ୍ନ ସ୍ଥାନରେ ରହିଛି ହଣା ଦାଗ । ଲେଙ୍କୁଡ଼ିପଡ଼ା ଗାଁର ସରୋଜ ମହାନ୍ତିଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା, ପରିବାର ଲୋକଙ୍କ ଅଭିଯୋଗ ପୋଲିସର ତଦନ୍ତ ଆରମ୍ଭ
- ବାଲି ଭର୍ତ୍ତି ଟ୍ରକ ଛାଡ଼ିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଗତସିଂହପୁର ନୂଆଗାଁ ତହସିଲଦାରଙ୍କ ଅଫିସ୍ର ବରିଷ୍ଠ କିରାଣି ଧ୍ରୁବ ଚରଣ ନାୟକଙ୍କୁ ଧରିଲା | ପୂର୍ବରୁ ମଧ୍ୟ ଲାଞ୍ଚ ନେଇ ଗିରଫ ହୋଇଥିଲେ ଧ୍ରୁବ ଚରଣ