ନୟାଗଡ଼ର ଟାଉନ ଥାନା ରତନପୁର ଗାଁ ନିକଟରେ ଅଟୋ ଡ୍ରାଇଭରକୁ ହତ୍ୟା | ଏକ ନିର୍ମାଣାଧୀନ ଘର ପାଣିଟାଙ୍କିରୁ ମୃତଦେହ ଉଦ୍ଧାର । ଶରୀରର ବିଭିନ୍ନ ସ୍ଥାନରେ ରହିଛି ହଣା ଦାଗ । ଲେଙ୍କୁଡ଼ିପଡ଼ା ଗାଁର ସରୋଜ ମହାନ୍ତିଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା, ପରିବାର ଲୋକଙ୍କ ଅଭିଯୋଗ ପୋଲିସର ତଦନ୍ତ ଆରମ୍ଭ

Leave a Reply

Your email address will not be published. Required fields are marked *