ଆସନ୍ତାକାଲି ରାଜ୍ୟକୁ ଆସିବ ‘ଓମିସିୟୋର କିଟ୍’ | ଦେଶର ପ୍ରଥମ ରାଜ୍ୟ ଭାବେ OmiSure test kit ଆଣୁଛି ଓଡ଼ିଶା | ଓମିକ୍ରନ ଚିହ୍ନଟରେ ସହାୟକ ହେବ ‘ଓମିସିୟୋର କିଟ୍’ |ରାଜ୍ୟ ସରକାର ୫ ଲକ୍ଷ ‘ଓମିସିୟୋର କିଟ୍’ ମଗାଇଛନ୍ତି ବୋଲି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ

ଆସନ୍ତାକାଲି ରାଜ୍ୟକୁ ଆସିବ ‘ଓମିସିୟୋର କିଟ୍’ | ଦେଶର ପ୍ରଥମ ରାଜ୍ୟ ଭାବେ OmiSure test kit ଆଣୁଛି ଓଡ଼ିଶା | ଓମିକ୍ରନ ଚିହ୍ନଟରେ ସହାୟକ ହେବ ‘ଓମିସିୟୋର କିଟ୍’ | ରାଜ୍ୟ ସରକାର ୫ ଲକ୍ଷ ‘ଓମିସିୟୋର କିଟ୍’ ମଗାଇଛନ୍ତି ବୋଲି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ

Leave a Reply

Your email address will not be published. Required fields are marked *