

- ବ୍ରହ୍ମପୁର ଗୌଡ଼ ବନ୍ଧସାହିରେ ବସ୍ତି ଉଚ୍ଛେଦକୁ ନେଇ ଉତ୍ତେଜନା | ମହାନଗର ନିଗମର ଉଚ୍ଛେଦ ବେଳେ ବସ୍ତିର ଜଣେ ମହିଳା ଗୁରୁତର । ୨ଟି ଜେସିବି ମେସିନ୍ ଭାଙ୍ଗିଲେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା । ବସ୍ତି ବାସିନ୍ଦାଙ୍କ ଆକ୍ରମଣରେ ୪ ଜଣ BMC କର୍ମଚାରୀ ଆହତ, ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ।
- ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ମଦ୍ୟପ ସ୍ବାମୀ । ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ସଦର ଥାନା ପୋଲିସ |