ହେଲିକାପ୍ଟର ଯୋଗେ ପାରାଦୀପରେ ପହଞ୍ଚିଲେ 2 କେନ୍ଦ୍ର ମନ୍ତ୍ରୀ

ଜଗତସିଂହପୁର: ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ପାରାଦୀପରେ ପହଞ୍ଚିଲେ 2 କେନ୍ଦ୍ର ମନ୍ତ୍ରୀ । କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର କୋଇଲା, ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନବେ | ବନ୍ଦରାଞ୍ଚଳ ପରିବଦର୍ଶନ ପରେ ବନ୍ଦରରେ କୋଇଲା ପରିବହନ ତଥା ପଣ୍ୟ କାରବାର ସମ୍ପର୍କରେ ଆଲୋଚନା । ବନ୍ଦର ଅଧ୍ୟକ୍ଷ ସମେତ ବରିଷ୍ଠ ଅଧିକାରୀଙ୍କ ସହ ବି କଲେ ଆଲୋଚନା

Leave a Reply

Your email address will not be published. Required fields are marked *