ପୁରୀ, ଶ୍ରୀକ୍ଷେତ୍ରରୁ ପାତାଳି ଶ୍ରୀକ୍ଷେତ୍ର ସୋନପୁରକୁ ଗଡ଼ିବ ଟ୍ରେନ୍‌ | ଆସନ୍ତାକାଲି ନୂତନ ଟ୍ରେନ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ | ସପ୍ତାହକୁ ଥରେ ଯାତ୍ରା କରିବା ନେଇ ପୂର୍ବତଟ ପକ୍ଷରୁ ସୂଚନା ଜାରି | ପ୍ରତି ଗୁରୁବାର ପୁରୀ ଛାଡ଼ିବ, ଶୁକ୍ରବାର ସୋନପୁରରୁ ପୁରୀ ଫେରିବ |

Leave a Reply

Your email address will not be published. Required fields are marked *