

- ମମିତାଙ୍କୁ ନ୍ୟାୟ ପାଇଁ ଦିଲ୍ଲୀରେ ସ୍ୱର ଉଠାଇବ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ; ୯ ଓ ୧୦ରେ ଦିଲ୍ଲୀ ଆବାସିକ କମିଶନଙ୍କ ଅଫିସ୍ ଆଗରେ କରିବ ବିକ୍ଷୋଭ, ୧୧ରେ ଜନ୍ତରମନ୍ତରରେ ବିକ୍ଷୋଭ, ବହୁ ବରିଷ୍ଠ ନେତା ଯୋଗଦେବେ, ୧୧ କମ୍ବା ୧୨ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବ
- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ପୁରୀ ନିଳାଦ୍ରୀ ବେଳାଭୂମୀରେ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି