ଦାଣ୍ଡମୁକୁନ୍ଦପୁର ବରାଗଡ ସିଡି ନିକଟରେ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ପୁରୀ: ଭୁବନେଶ୍ବର-ପୁରୀ NH-316 ଦାଣ୍ଡମୁକୁନ୍ଦପୁର ବରାଗଡ ସିଡି ନିକଟରେ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ, ମୃତକ ଯୁବକଙ୍କ ପରିଚୟ ଅସ୍ପଷ୍ଟ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ପୋଲିସ

Leave a Reply

Your email address will not be published. Required fields are marked *